Read, copy, and download the Srabana Re Srabana lyrics LRC file, which provides synchronized music subtitles for the song Srabana Re Srabana by Priya Battacharya from the album Babul Supriyo. Our LRC file is created using the free "LRC File Maker" tool and matches the official length of the song, which is 06:36.53. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Srabana Re Srabana]
[ar:Priya Battacharya]
[al:Babul Supriyo]
[lang:English]
[length:06:36.53]
[by:Jun]
[re:www.LRCFind.com]
[ve:v0.0.5]
[00:00.00]
[00:49.58]ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
[00:55.79]ସେ ମେଘରେ ପ୍ରିୟାକୁ ଭିଜେଇଦବୁ
[01:01.79]ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
[01:07.67]ସେ ମେଘରେ ପ୍ରିୟାକୁ ଭିଜେଇଦବୁ
[01:13.72]ଭିଜିବାକୁ ହାଏ ରେ, ସେ ଭଲ ପାଏ
[01:19.64]ଖୁସି ହେଲେ ପ୍ରେମରେ ମତେ ଭିଜାଏ
[01:25.55]ସେ ଭିଜିଲେ ମୁଁ ଭିଜିବି, ତୁ ଦେଖିବୁ
[01:31.69]ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
[01:37.75]ସେ ମେଘରେ ପ୍ରିୟାକୁ ଭିଜେଇଦବୁ
[01:43.85]♪
[02:19.32]ତା ଆଖୁରେ ଟିକେ ଖୁସି ଦେଖିବାକୁ
[02:25.51]କେତେ କଥା ମନେ ପଡ଼େ ଭାବିବାକୁ
[02:31.35]♪
[02:37.62]ଭାରି ସେ ଅବୁଝା, ବୁଝେ ନାହିଁ କିଛି
[02:43.62]ଆଜିଯାଏଁ ତାକୁ ପାରିଲିନି ବୁଝି
[02:49.38]ଫଗୁଣରେ ଫଗୁଣ ରଙ୍ଗ ଆଣିବୁ
[02:55.25]ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇଦବୁ
[03:01.28]ଫଗୁଣରେ ଫଗୁଣ ରଙ୍ଗ ଆଣିବୁ
[03:07.35]ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇଦବୁ
[03:13.07]ରଙ୍ଗ ଖେଳିବାକୁ ସେ ଭଲପାଏ
[03:19.08]ତା ରଙ୍ଗରେ ମତେ ସେ ରଙ୍ଗେଇ ଦିଏ
[03:25.09]ତା ଆଖୁରେ, ତା ଓଠରେ ହସ ଦେଖିବୁ
[03:30.99]ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
[03:36.76]ସେ ମେଘରେ ପ୍ରିୟାକୁ ଭିଜେଇଦବୁ
[03:42.59]♪
[04:18.21]ଅସରନ୍ତି ଆଶା, ହଜାରେ ସପନ
[04:24.33]ଆଖି ତାର ନଈ, ଆକାଶ ତା ମନ
[04:29.92]♪
[04:36.11]ମନ ମାନି ଥିଲେ ସେ ଅତି ନିଜର
[04:42.14]ମନେ ରାଗ ଥିଲେ ନୁହେଁ ସେ କାହାର
[04:47.93]ରଜନୀ ଲୋ ରଜନୀ ଜହ୍ନ ଆଣିବୁ
[04:53.90]ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ
[04:59.93]ରଜନୀ ଲୋ ରଜନୀ ଜହ୍ନ ଆଣିବୁ
[05:05.79]ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ
[05:11.67]ହାତେ ଜହ୍ନ ପାଇଲେ ସେ ହବ ଖୁସି
[05:17.47]ଖୁସି ହେଲେ ମତେ ସେ ଚାହିଁବ ହସି
[05:23.43]ସେ ହସିଲେ ମୁଁ ହସିବି, ତୁ ଦେଖିବୁ
[05:29.42]ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
[05:35.29]ସେ ମେଘରେ ପ୍ରିୟାକୁ ଭିଜେଇଦବୁ
[05:41.11]ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
[05:47.00]ସେ ମେଘରେ ପ୍ରିୟାକୁ ଭିଜେଇଦବୁ
[05:52.99]ଭିଜିବାକୁ ହାଏ ରେ ସେ ଭଲ ପାଏ
[05:58.85]ଖୁସି ହେଲେ ପ୍ରେମରେ ମତେ ଭିଜାଏ
[06:04.71]ସେ ଭିଜିଲେ ମୁଁ ଭିଜିବି, ତୁ ଦେଖିବୁ
[06:10.46]ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
[06:16.42]ସେ ମେଘରେ ପ୍ରିୟାକୁ ଭିଜେଇଦବୁ
[06:22.28]ଶ୍ରାବଣ ରେ ଶ୍ରାବଣ ମେଘ ଆଣିବୁ
[06:28.33]ସେ ମେଘରେ ପ୍ରିୟାକୁ ଭିଜେଇଦବୁ
[06:34.27]LRCFind.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Srabana Re Srabana by Priya Battacharya
1. Who is the singer of "Srabana Re Srabana" song?
⇒ Priya Battacharya has sung the song "Srabana Re Srabana".
2. Which album is the "Srabana Re Srabana" song from?
⇒ The song "Srabana Re Srabana" is from the album Babul Supriyo.
3. In which language is the "Srabana Re Srabana" song composed?
⇒ The song "Srabana Re Srabana" is composed in the English language.
4. What is the official duration of the "Srabana Re Srabana" song?
⇒ The official duration of "Srabana Re Srabana" is 06:36.53.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Priya Battacharya - Srabana Re Srabana