Read, copy, and download the Rangabati Ranga Chadhei lyrics LRC file, which provides synchronized music subtitles for the song Rangabati Ranga Chadhei by Babul Supriyo from the album Babul Supriyo. Our LRC file is created using the free "LRC File Maker" tool and matches the official length of the song, which is 04:08.42. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Rangabati Ranga Chadhei]
[ar:Babul Supriyo]
[al:Babul Supriyo]
[lang:English]
[length:04:08.42]
[by:Jun]
[re:www.LRCFind.com]
[ve:v0.0.5]
[00:00.00]
[00:29.67]ଛିଟ ପକା ନାଲି ଶାଢ଼ୀ ଲୋ, ତତେ କିଏ ଦେଲା ପିନ୍ଧେଇ
[00:35.49]ରଙ୍ଗବତୀ ରଙ୍ଗ ନାନୀ ଲୋ, ଦିନ ଯାଏ ତତେ ଅନେଇ
[00:46.94]ଆଲୋ, ଛିଟ ପକା ନାଲି ଶାଢ଼ୀ ଲୋ, ତତେ କିଏ ଦେଲା ପିନ୍ଧେଇ
[00:53.18]ରଙ୍ଗବତୀ ରଙ୍ଗ ନାନୀ ଲୋ, ଦିନ ଯାଏ ତତେ ଅନେଇ
[00:59.05]ବୟସ ସତର, ବାସୁଛୁ ଅତର
[01:01.97]ବୟସ ସତର, ବାସୁଛୁ ଅତର
[01:04.88]ପବନ ହେଲାଣି ବାଇ, ବାଇ, ବାଇ
[01:11.43]ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
[01:17.22]ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
[01:22.46]♪
[01:45.80]ସୁନେଲି-ସୁନେଲି ଚେହେରା ରୁ ତୋର, ସୁନା ଯାଏ ଝରି-ଝରି
[01:51.94]ଆଲୋ ମୋ ହଂସିନୀ ଜହ୍ନରାତି ରାଣୀ, ଚାହାଣୀ ରେ ଦଉ ମାରି
[02:00.58]ସୁନେଲି-ସୁନେଲି ଚେହେରା ରୁ ତୋର, ସୁନା ଯାଏ ଝରି-ଝରି
[02:06.43]ଆଲୋ ମୋ ହଂସିନୀ ଜହ୍ନରାତି ରାଣୀ, ଚାହାଣୀ ରେ ଦଉ ମାରି
[02:12.22]ରଙ୍ଗ ତୋ ରୂପସୀ, ଝିଅ ତୁ ଅଳସି
[02:15.11]ରଙ୍ଗ ତୋ ରୂପସୀ, ଝିଅ ତୁ ଅଳସି
[02:17.99]ଲାଜେଇ ନଈ ର କଇଁ, କଇଁ, କଇଁ
[02:24.41]ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
[02:30.39]ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
[02:35.67]♪
[02:58.95]ନାଲି ଓଠ ତୋର ମହୁର ଝରଣା, ଏମିତି ଦଉଛୁ ହସି
[03:04.81]ତୋ ହସକୁ ଦେଖି ହୃଦୟରେ ମୋର, ବାଜି ଉଠେ ପ୍ରେମ ବଂଶୀ
[03:13.82]ନାଲି ଓଠ ତୋର ମହୁର ଝରଣା, ଏମିତି ଦଉଛୁ ହସି
[03:19.57]ତୋ ହସକୁ ଦେଖି ହୃଦୟରେ ମୋର, ବାଜି ଉଠେ ପ୍ରେମ ବଂଶୀ
[03:25.34]ତୋ ପାଇଁ ଲୋ ଗୋରି, ଫୁଲର ସବାରି
[03:28.41]ତୋ ପାଇଁ ଲୋ ଗୋରି, ଫୁଲର ସବାରି
[03:30.56]ବଇନା ଦେଇଛି ମୁହିଁ, ମୁହିଁ, ମୁହିଁ
[03:37.68]ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
[03:43.56]ହଉଛୁ କେତେ ଗେହ୍ଲେଇ, ମୋ ରଙ୍ଗବତୀ ରଙ୍ଗ ଚଢ଼େଇ
[03:48.93]LRCFind.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Rangabati Ranga Chadhei by Babul Supriyo
1. Who is the singer of "Rangabati Ranga Chadhei" song?
⇒ Babul Supriyo has sung the song "Rangabati Ranga Chadhei".
2. Which album is the "Rangabati Ranga Chadhei" song from?
⇒ The song "Rangabati Ranga Chadhei" is from the album Babul Supriyo.
3. In which language is the "Rangabati Ranga Chadhei" song composed?
⇒ The song "Rangabati Ranga Chadhei" is composed in the English language.
4. What is the official duration of the "Rangabati Ranga Chadhei" song?
⇒ The official duration of "Rangabati Ranga Chadhei" is 04:08.42.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Babul Supriyo - Rangabati Ranga Chadhei