Read, copy, and download the Manalakhi Jhia lyrics LRC file, which provides synchronized music subtitles for the song Manalakhi Jhia by Babul Supriyo from the album Babul Supriyo. Our LRC file is created using the free "LRC File Maker" tool and matches the official length of the song, which is 04:57.97. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Manalakhi Jhia]
[ar:Babul Supriyo]
[al:Babul Supriyo]
[lang:English]
[length:04:57.97]
[by:Jun]
[re:www.LRCFind.com]
[ve:v0.0.5]
[00:00.00]
[00:30.14]ମନଲାଖି ଝିଅ ଟିଏ ଦେଖିଲି ବାଟରେ
[00:38.88]ଠିକଣା ତା ଖୋଜୁ ଖୋଜୁ ଭେଟିଲି ଘାଟରେ
[00:46.94]ନଈ ଆର କୂଳେ ଘର, ଫୁଟା ଫୁଲ ମନ ତାର
[00:56.19]ଚାହିଁଲା ଶରମି ମତେ ଚୋରା ଆଖିରେ
[01:02.14]ହୋ, ମନଲାଖି ଝିଅ ଟିଏ ଦେଖିଲି ବାଟରେ
[01:11.40]ଠିକଣା ତା ଖୋଜୁ ଖୋଜୁ ଭେଟିଲି ଘାଟରେ
[01:19.98]♪
[01:46.29]ଜହ୍ନ ରଙ୍ଗେ ମନ ରଙ୍ଗ କରିବି ଯେବେ
[01:55.03]ସେଇ ଝିଅ ମନ ମୁହିଁ ପାଇଯିବି ତେବେ
[02:04.03]ଜହ୍ନ ହସି ଖେଳୁଥିଲା ସେଇ ନଈ ଜଳେ
[02:12.31]ହୋ, ତାକୁ ମୁହିଁ ମାଗିଦେଲି ଜୋଛନା ଟିକିଏ
[02:21.22]ଜୋଛନା ପାଇଲି ମୁହିଁ କଥା କଥାରେ, କଥା କଥାରେ
[02:29.22]ହୋ, ମନଲାଖି ଝିଅ ଟିଏ ଦେଖିଲି ବାଟରେ
[02:38.60]ଠିକଣା ତା ଖୋଜୁ ଖୋଜୁ ଭେଟିଲି ଘାଟରେ
[02:46.76]♪
[03:13.32]ସିଏ ଏକା, ମୁଁ ଯେ ଏକା, ନିରଳା ବେଳ
[03:21.38]ହୋ, ପରିଚୟ ଦେଲା ପୁଣି, କି ରାତି କି ଦିନ
[03:30.65]ଆର କୂଳେ ସିଏ ଡାକେ, ଏ କୂଳେ ମୁହିଁ
[03:38.68]ହୋ, ଚିଠି ଲେଖିଦେଉ ଦିହେଁ ପାଣିରେ ଭସେଇ
[03:47.80]ନଈ ତ ପାରୁନି ରଖି ଆମକୁ ଦୂରେ, ଆମକୁ ଦୂରେ
[03:55.99]ହୋ, ମନଲାଖି ଝିଅ ଟିଏ ଦେଖିଲି ବାଟରେ
[04:05.13]ଠିକଣା ତା ଖୋଜୁ ଖୋଜୁ ଭେଟିଲି ଘାଟରେ
[04:13.28]ନଈ ଆର କୂଳେ ଘର, ଫୁଟା ଫୁଲ ମନ ତାର
[04:22.27]ଚାହିଁଲା ଶରମି ମତେ ଚୋରା ଆଖିରେ
[04:28.40]ହୁଁ, ମନଲାଖି ଝିଅ ଟିଏ ଦେଖିଲି ବାଟରେ
[04:37.35]ଠିକଣା ତା ଖୋଜୁ ଖୋଜୁ ଭେଟିଲି ଘାଟରେ
[04:45.94]ମନଲାଖି ଝିଅ ଟିଏ ଦେଖିଲି ବାଟରେ
[04:53.92]LRCFind.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Manalakhi Jhia by Babul Supriyo
1. Who is the singer of "Manalakhi Jhia" song?
⇒ Babul Supriyo has sung the song "Manalakhi Jhia".
2. Which album is the "Manalakhi Jhia" song from?
⇒ The song "Manalakhi Jhia" is from the album Babul Supriyo.
3. In which language is the "Manalakhi Jhia" song composed?
⇒ The song "Manalakhi Jhia" is composed in the English language.
4. What is the official duration of the "Manalakhi Jhia" song?
⇒ The official duration of "Manalakhi Jhia" is 04:57.97.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Babul Supriyo - Manalakhi Jhia